ଏଡିଭି ପକ୍ଷରୁ ଏୟାର ଫୋର୍ସ ଡେ’

ଅନୁଗୋଳ: ଅନୁଗୋଳ ଡିଫେନ୍ସ ଭେଟେରାନ ପକ୍ଷରୁ ସ୍ଥାନୀୟ ବାସନ୍ତୀ ଦୁର୍ଗା ପୂଜା ପଡିଆରେ ୯୪ ତମ ଏୟାର ଫୋର୍ସ ଡେ’ ପାଳିତ ହୋଇ ଯାଇଛି। ଏହି ସମାରୋହରେ ସଂଘ ସଭାପତି ଅନିଲ କୁମାର ମହାନ୍ତିଙ୍କ ସମେତ ୫୦ ଜଣ ପୂର୍ବ ସୈନିକ ଯୋଗ ଦେଇଥିଲେ। ଭାରତର ସୀମାନ୍ତ ସୁରକ୍ଷା ଠାରୁ ବିଭିନ୍ନ ଯୁଦ୍ଧ ଯଥା କାର୍ଗିଲ,ଅପରେସନ ସିନ୍ଦୁରରେ ଏୟାର ଫୋର୍ସ ର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଏ ଅବସରରେ ଏୟାର ଫୋର୍ସ ଭେଟରାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। The post ଏଡିଭି ପକ୍ଷରୁ ଏୟାର ଫୋର୍ସ ଡେ’ first appeared on Dreams Rider News.

ଏଡିଭି ପକ୍ଷରୁ ଏୟାର ଫୋର୍ସ ଡେ’

ଅନୁଗୋଳ: ଅନୁଗୋଳ ଡିଫେନ୍ସ ଭେଟେରାନ ପକ୍ଷରୁ ସ୍ଥାନୀୟ ବାସନ୍ତୀ ଦୁର୍ଗା ପୂଜା ପଡିଆରେ ୯୪ ତମ ଏୟାର ଫୋର୍ସ ଡେ’ ପାଳିତ ହୋଇ ଯାଇଛି। ଏହି ସମାରୋହରେ ସଂଘ ସଭାପତି ଅନିଲ କୁମାର ମହାନ୍ତିଙ୍କ ସମେତ ୫୦ ଜଣ ପୂର୍ବ ସୈନିକ ଯୋଗ ଦେଇଥିଲେ। ଭାରତର ସୀମାନ୍ତ ସୁରକ୍ଷା ଠାରୁ ବିଭିନ୍ନ ଯୁଦ୍ଧ ଯଥା କାର୍ଗିଲ,ଅପରେସନ ସିନ୍ଦୁରରେ ଏୟାର ଫୋର୍ସ ର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଏ ଅବସରରେ ଏୟାର ଫୋର୍ସ ଭେଟରାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।The post ଏଡିଭି ପକ୍ଷରୁ ଏୟାର ଫୋର୍ସ ଡେ’ first appeared on Dreams Rider News.