Posts
ଡାଉନଷ୍ଟ୍ରିମ୍ ଶିଳ୍ପ ବିକାଶକୁ ଗୁରୁତ୍ୱ, ସ୍ଥାନୀୟ MSMEକୁ ସୁଯୋଗ...
ଅନୁଗୋଳ: ଅନୁଗୋଳରେ ଡାଉନଷ୍ଟ୍ରିମ୍ ଶିଳ୍ପର ବିକାଶ ଓ ସ୍ଥାନୀୟ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ (MSME)କୁ...
ବଚପନ ପ୍ଲେ’ ସ୍କୁଲରେ ବେବି ଶୋ
ଅନୁଗୋଳ: ସ୍ଥାନୀୟ ବଚପନ ପ୍ଲେ ସ୍କୁଲ ପରିସରରେ ବେବି ଶୋ କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ...
କଲଣ୍ଡା ଫୁଟବଲ ପ୍ରତିଯୋଗିତା ଉଦ୍ଯାପିତ: ନୁଥୁରିପଶିକୁ ହରାଇ ବ୍ରଜନାଥପୁର...
ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡା ଉପଖଣ୍ଡ କଲଣ୍ଡା ଗ୍ରାମର ଯୁଗ ଜ୍ୟୋତି ଯୁବକ ସଂଘ ପକ୍ଷରୁ ଆୟୋଜିତ...
ଜମି ଅଧିଗ୍ରହଣ ପ୍ରକ୍ରିୟା ଅସମ୍ପୂର୍ଣ୍ଣ, ମାଛକୁଟା RPDAC ବୈଠକ...
ଅନୁଗୋଳ: ମାଛକୁଟା କୋଇଲା ଖଣି ପ୍ରକଳ୍ପ ସମ୍ପର୍କିତ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା...
୮ ବର୍ଷ ପରେ ହେବ ଛାତ୍ର ସଂସଦ ନିର୍ବାଚନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ...
ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ...
ତାଳଚେରକୁ ଧୂଳିଧୂଆଁମୁକ୍ତ ସହର କରିବା ଲକ୍ଷ୍ୟ: ପୌରପରିଷଦର ସ୍ୱଚ୍ଛତା...
ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ସହରକୁ ସ୍ୱଚ୍ଛ ଓ ପରିମଳମୁକ୍ତ ରଖିବା ସହ ଧୂଳିଧୂଆଁ ପ୍ରଦୂଷଣ...
ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ: ୫ଟି ଅଭିଯୋଗର...
ଅନୁଗୋଳ: ଆଜି ଜିଲ୍ଲାପାଳ ଅବଦାଲ୍ ମହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ତାଳଚେର ପଞ୍ଚାୟତ ସମିତି ସଭାଗୃହରେ...
ଦୁର୍ଗା ଓ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ, ସହଯୋଗ କାମନା...
ଅନୁଗୋଳ: ଅନୁଗୋଳ ସହରରେ ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ସୋମବାର...
ସିକଲ ସେଲ ରୋଗୀଙ୍କ ପାଇଁ ମାଗଣା ଟିକାକରଣ
ଅନୁଗୋଳ: ସିକଲ ସେଲ ରୋଗୀଙ୍କୁ ନିମୋକୋକାଲ୍ ସଂକ୍ରମଣରୁ ସୁରକ୍ଷା ଦେବା ଲକ୍ଷ୍ୟରେ ଅନୁଗୋଳ ଜିଲ୍ଲାରେ...
ଅନୁଗୋଳ ପୋଲିସ ଦ୍ୱାରା ୭୭୭ କେଜି ଗଞ୍ଜେଇ ନଷ୍ଟ, ଆନୁମାନିକ ମୂଲ୍ୟ...
ଅନୁଗୋଳ: ଅବୈଧ ନିଶା କାରବାର ବିରୋଧରେ ଚାଲିଥିବା କ୍ରମାଗତ କାର୍ଯ୍ୟାନୁଷ୍ଠାନରେ ଅନୁଗୋଳ ପୋଲିସ...
ରଣିଆକଟାରେ ସ୍ୱତନ୍ତ୍ର ଗ୍ରାମସଭା, ବିକାଶ ପ୍ରକଳ୍ପ ନେଇ ଆଲୋଚନା
ଅନୁଗୋଳ: ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ରଣିଆକଟା ପଞ୍ଚାୟତରେ ପ୍ରଶାସନ...
ଗୁରୁକୁଳ କ୍ଲାସେସରେ ଗାନ୍ଧୀ ଜୟନ୍ତୀ ପାଳିତ
ଅନୁଗୋଳ: ଅମଳାପଡା ଷଷ୍ଠ ଲେନ୍ ସ୍ଥିତ ଗୁରୁକୁଳ କ୍ଲାସେସ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି।...
ଫର୍ମ-୬ରୁ ହଟିଲା ୨୦୦୨ ବାଧ୍ୟତା, ଭୋଟର ତାଲିକାରେ ନାମ ଯୋଡିବା ସହଜ...
ଅନୁଗୋଳ: ଭୋଟର ତାଲିକାରେ ନାମ ଯୋଡିବାକୁ ନେଇ ସାଧାରଣ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହେଲା।...
୧୫ ଦଫା ଦାବି ନେଇ ମାଲ୍ୟଗିରି କଲେଜ ଅଧ୍ୟକ୍ଷଙ୍କୁ ଏବିଭିପିର ଦାବିପତ୍ର
ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡସ୍ଥିତ ମାଲ୍ୟଗିରି ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର...
ପକ୍କା ରାସ୍ତା ଦାବିରେ ଗ୍ରାମସଭା: ମାଣିକଯୋଡି-ଲେମ୍ବୁତଇଳା ରାସ୍ତା...
ଅନୁଗୋଳ: ଅନୁଗୋଳ ବ୍ଲକ ମାଣିକଯୋଡ଼ି ପଞ୍ଚାୟତର ମାଣିକଯୋଡ଼ିରୁ ଲେମ୍ବୁତଇଳା ପର୍ଯ୍ୟନ୍ତ ପ୍ରାୟ...
ବଟି ଅସୁଲ ଅଭିଯୋଗ, ପରିବେଶକର୍ମୀ ଗିରଫ
ଅନୁଗୋଳ: ଜମି ଅଧିଗ୍ରହଣ ବାବଦକୁ ମିଳିଥିବା କ୍ଷତିପୂରଣ ଟଙ୍କାରୁ ବଟି ଦାବି ଓ ଧମକ ଦେବା ଅଭିଯୋଗରେ...